STORYMIRROR

Kshirodra Sahu

Abstract

2  

Kshirodra Sahu

Abstract

ଏବେ ବୀଭତ୍ସରେ ନର

ଏବେ ବୀଭତ୍ସରେ ନର

1 min
108

ଆଧୁନିକତାର ଖର ପ୍ରବାହରେ 

     ସଂସାରେ ରାଶିିଏ ରସ 

ନାହିଁ , ସଭ୍ୟ , ସଂସ୍କୃତି , ଚାଳି ଚଳଣି

     ମନେ ହୁଏ ସତେ ବିଷ ।।


କ୍ରମାଗତ ଭାବେ ଓଲଟ ପାଲଟ

     ତିଳ ହୋ ଇ ଗଲା ତାଳ

ହଜିଗଲା କେତେ ଆସିଲା ନୂତନ

     ଦାୟୀ ଆସେ ନର କୂଳ ।।


ଭାାବ ଭକ୍ତି ସେ ନେ ହ ପ୍ରେମ ମମତା 

       ଭାଇଚାରା ସାଥେ କାହିଁ 

ନିିଶ୍ଚିିିିହ୍ନ ହୋଇଲା ଆଧୁନିକତା ସ୍ଵରେ 

       ଆଜି ଝୁୁୁରି ମରେ ଯାକୁ ଚାହିଁ ।।


ଆଧୁନିକତାର ରାଜୁତି ରେ ସର୍ବେ

       ସମୂଳେ ହୋଇଲା ଦାସ

ପୂର୍ବ ପରଂପରା ସ୍ମୃତି ରେ ହଜିଲା

       ଧର୍ମ କର୍ମ ମାନ ଧ୍ୱଂସ ।।


ପବିତ୍ର ଭୂମିରୁ ଯାଗ ଯଜ୍ଞ ଗଲା 

      ନଗ୍ନ ଛବି ସିନେମାର 

ମାନ ବଢାାଇଲା ଆଧୁନିକତା ରେ 

      ଏବେ ବୀଭତ୍ସ ରେ ନର ।।


       


రచనకు రేటింగ్ ఇవ్వండి
లాగిన్

Similar oriya poem from Abstract