STORYMIRROR

Pramila Mohanty

Inspirational

3  

Pramila Mohanty

Inspirational

ଏ ରଙ୍ଗ ରହିଲେ ହେଲା

ଏ ରଙ୍ଗ ରହିଲେ ହେଲା

1 min
266



ତୋର ଏ ବାଙ୍କ ଚାହାଣି

ରଙ୍ଗ ଢଙ୍ଗ ରହିଲେ ହେଲା

ଆଲୋ ସଜନୀ ଯମୁନା

ନଈର ଭଉଁରୀ ପରି

ହୁଅନା ନାହିଁ ଆଉ 

ଉଛୁଳା ଆସିବକି କହ

କାଳିଆ କାହ୍ନୁ ତୋଷିବ

ତୋରି ମନ ବୁଝିଯିବ

ତୋରି ପ୍ରିୟାପଣର

ଅନ୍ତରର ଆଭାଷ

ପରିପୂର୍ଣ୍ଣ ହେବ ତୋରି

ମନମନ୍ଦିରେ ଲୁକ୍କାୟିତ

  ମନସ୍କାମନା

ତୁ ଯେ ଭାରି ଅଭିମାନୀନି

ଏ କଥା କାହ୍ନକୁ କି

ରହି ନାହିଁ ହୋଇ ଅଜଣା

ଆବେଗକୁ ତୋର ପକାଇ

ରଖ ତାଲା ଖୋଲି ନଯାଉ

ହୋଇ ବାଚାଳିଆ

ସମୟର ସ୍ରୋତରେ 

ତୋର ଏ ରଙ୍ଗ କାହିଁ

ଵୋହି ନଯାଉ

ସାଇତି ରଖ ତୋର ଏହି ଭାବନା



Rate this content
Log in

Similar oriya poem from Inspirational