STORYMIRROR

Gayatri Singh

Romance Inspirational

3  

Gayatri Singh

Romance Inspirational

ଏ କେମିତିକା ଜୀବନ

ଏ କେମିତିକା ଜୀବନ

1 min
180


ପ୍ରତି କଥାରେ ପ୍ରତ୍ୟାହାର କରୁଥିବା

ତୁମର କଳା ନା' ଗୁଣ

ଦିନ ଦିନ ଧରି ପ୍ରତୀକ୍ଷା କରିବା

ତୁମର ଧୈର୍ଯ୍ୟ ନା' ସମର୍ପଣ

ସାଲିସ କରି ବଞ୍ଚିବାଟା

ତୁମର ଜୀବନ ଶୈଳୀ ନା ଧାରା 

ନିରବ ଯନ୍ତ୍ରଣାରେ ଜୀବନ ଜୀଇଁବାକୁ

ଚେଷ୍ଟା କରୁଥିବା ତୁମେ ଏକ ମିଥ୍ୟା 

ସାଲିସ ବିହୀନ ପ୍ରତିଶ୍ରୁତି ସତରେ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance