Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Nilakantha Nayak

Romance

3  

Nilakantha Nayak

Romance

ଭିନ୍ନ ତପସ୍ୟା

ଭିନ୍ନ ତପସ୍ୟା

1 min
133



         

ତପୋବନ ସମ 

       ଶାନ୍ତ ମୋ ହୃଦୟ କୁଞ୍ଜ

ତପସ୍ୟା ପାଇଁ ଖାଲି 

          କେବଳ ତପୋରତ

ପୁଣି କେବେ

     ଫେରିବ କି କୁହ ଗୋ ତପସ୍ୟା ।


ଏ ମନ  

କିଆଁ ଆଜି ପୁଣିଥରେ

   ଅଜାଣତରେ ହୁଏ ଏମନ୍ତ ଆଶଙ୍କାଗ୍ରସ୍ଥ ?


ବୈଶାଖର ଆଗମନରେ,

      ଉତ୍ପତ ଝାଞ୍ଜି ଆସି ଉପସ୍ଥିତ ,

ଝାଉଁଳା ବୃକ୍ଷଟି ପରି,

       ନୀରଵେ ମୁଁ ଅପେକ୍ଷାରତ ।


ତୁମ ପ୍ରୀତି ବର୍ଷାରେ 

କିଆଁ ଭଲଲାଗେ ଭିଜିବାକୁ ମୋତେ ଟିକେ ?


ତଥାପି !   

   ମନେ କାହିଁ 

       ଛୁଏଁ ଅନେକ ଅଛିଣ୍ଡା ପାପ ?


ବେଳେ ବେଳେ ଏମିତି ମୁଁ ଭାବେ ,

 ତୁମେ ନୁହେଁ ତ

      ଏକ ସୁବର୍ଣ୍ଣ ମାୟା ହରିଣୀର ରୂପ ।

      


Rate this content
Log in