STORYMIRROR

Nilakantha Nayak

Inspirational

3  

Nilakantha Nayak

Inspirational

ବାସ୍ତବ ଚିତ୍ର

ବାସ୍ତବ ଚିତ୍ର

1 min
154

ଜୀବନର ଚାରିଛକରେ

         ପରାସ୍ତ ଆଜି ସତ୍ୟବାଦୀ

ମିଛୁଆ ମାନେ ଧଣ୍ଡା ଧରି

        ବୋଲାନ୍ତି ଅହିଂସାବାଦୀ ।


ସୁଯୋଗ ଦେଖି ଵଦଳିଯାନ୍ତି

      ଏଇଠି ସଵୁ ଭଦ୍ରମୁଖା ଲୋକ

 ନିଜର କହୁଥିବା ନିଜ ଲୋକ

        କରନ୍ତି ଅଭିଯୋଗ ଅନେକ।


ସୁବିଧା ସବୁ ସାଉଁଟି ବାକୁ

     ଵଦଳାନ୍ତି ସାଜି ବହୁରୂପ 

ସତ୍ୟ କହିଲା ଲୋକଙ୍କୁ

      ମିଳେ ଏଠି ଅନେକ ଯାତନା

ମିଛୁଆ ଲୋକଙ୍କୁ ମିଳେ

         ସମ୍ମାନ ଆଉ ବାଃ ବାଃ ।


କେମିତି ବୁଝେଇବି କୁହ କେହି

    ପାଦହୀନ ସବୁବେଳେ ଏଠି ମିଛ

ସତ୍ୟ କୁ ଯେତେ ଲୁଚାଇଲେ

       ସତ୍ୟ ଯେ ସର୍ବଦା ସତ୍ୟ ।

      


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational