ଦୁର୍ଘଟଣା
ଦୁର୍ଘଟଣା


ମେଡିକାଲ ବେଡ ଉପରେ,
ନିସ୍ତବ୍ଦ ମଣିଷଟିଏ,
ଦୁର୍ଘଟଣା ଗ୍ରସ୍ଥ ,
ରକ୍ତ ଜୁଡୁବୁଡୁ ଶରୀରଟିଏ।।
ନିରବି ଯାଇଥିବା ଓଠଟିଏ,
ଚିତ୍କାର କରୁଥିଲା ମତେ ବଞ୍ଚାଅ ।
ମେଡିକାଲ ବେଡ ଉପରେ,
ନିସ୍ତବ୍ଦ ମଣିଷଟିଏ,
ଦୁର୍ଘଟଣା ଗ୍ରସ୍ଥ ,
ରକ୍ତ ଜୁଡୁବୁଡୁ ଶରୀରଟିଏ।।
ନିରବି ଯାଇଥିବା ଓଠଟିଏ,
ଚିତ୍କାର କରୁଥିଲା ମତେ ବଞ୍ଚାଅ ।