Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dmishra Sahityalaya

Abstract Others

3  

Dmishra Sahityalaya

Abstract Others

ଦୁଃଖ

ଦୁଃଖ

1 min
226


ଦୁଃଖ

ହସିବା, ଖେଳିବାର ସମୟ ପିଲାଦିନ ସେ ବୟସେ

ଅଭାବ ସମୟ କେବେ ଅଧାପେଟ, ଆଉ କେବେ

ନଖାଇ ବି ଖାଇଛି ବୋଲି କହିପାରିବାର ଶୈଳୀ ।

ଦୁଃଖ

ଆର୍ଥିକ ଅସୁବିଧା ସତ୍ତ୍ବେ ସମ୍ମାନକୁ ଦେଖି

କିଏ ଯେମିତି ଦୟାଭାବ ନ ଦେଖାଉ ତେଣୁ

ନିଜକୁ ମିଛେ ସ୍ୱଛଳ ଭାବେ ପ୍ରଦର୍ଶନ କରିବା କଳା ।

ଦୁଃଖ

ଯାନିଯାତରାରେ ଖେଳନା କିଣିବାର ଇଛାଥାଇ

ବାପାଙ୍କୁ ଅଳି ନକରିବାର ମାନସିକତା

ନିଜେ ନ ଖାଇ ସାନ ପାଇଁ ମିଠେଇ ନେବାର ସୁଖ ।

ଦୁଃଖ

କାହାର ଭଲ ଖାଦ୍ୟ ଦେଖି ମନରେ ଲୋଭ

ନ ଆସିବାର ପାରିବାରିକ ସୁସଂସ୍କାର

ପର୍ବରେ ଅନ୍ୟର ନୁଆଜାମା ଦେଖି ଲୁହ ଲୁଚାଇବାର।


Rate this content
Log in

Similar oriya poem from Abstract