STORYMIRROR

Brundabana Pradhan

Tragedy

1  

Brundabana Pradhan

Tragedy

ଦୁଃଖ ଲାଗେ

ଦୁଃଖ ଲାଗେ

1 min
128

ବିନା କାରଣରେ 

ନିଜ ଲୋକ 

ଯେତେବେଳେ ହତାଦର 

କରିବସେ ,

ଦୂରେଇ ବାକୁ 

ଖୁବ୍ ଚେଷ୍ଟା କରେ 

ବାସ୍ତବରେ ନିଜକୁ 

ଖୁବ୍ ଦୁଃଖ ଲାଗେ ।

ସତେ ଯେମିତି କି 

ପାଦତଳୁ ମାଟି ଖସିଯାଇ

ଆକାଶର ବୋଝ କୁ 

ସହି ହୁଏ ନାହିଁ ପରି 

ପ୍ରତିବିମ୍ବିତ ହୁଏ 

ଦୁଃଖ ଭରା ଜୀବନରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy