STORYMIRROR

Manaswinee Dash

Inspirational

3  

Manaswinee Dash

Inspirational

ଦସ୍ତଖତ

ଦସ୍ତଖତ

1 min
133


ଆଜି ବି ମନେ ପଡେ ସେ ପିଲାଦିନ, 

ଯେତେବେଳେ ଦସ୍ତଖତ କରୁଥିଲେ ବ୍ରଜ ସାର, 

ସତରେ କେତେ ସୁନ୍ଦର ଥିଲା ସେଇ ଦସ୍ତଖତ, 

ଦେଖିଲା ଲୋକ କହିବ ପ୍ରିନ୍ଟ ହେଇଛି ବୋଧେ, 

ସମୟ ନିଅନ୍ତି ଦସ୍ତଖତ ଦେବାରେ, 

ଆଜି ଯାଏ ସେମିତି ଦସ୍ତଖତ ମୁଁ ଦେଖିନି। 

ନାଲୀ ସାହିରେ ଲେଖି ଦିଅନ୍ତି, 

ସେଇ ଦସ୍ଖତ ଏବେ ମୁଁ ରଖିଛି ସାଇତି। 


Rate this content
Log in

Similar oriya poem from Inspirational