STORYMIRROR

hrudananda sunani

Fantasy

3  

hrudananda sunani

Fantasy

ଦସ୍ତଖତ

ଦସ୍ତଖତ

1 min
183

ନିଜ ନାମ ଲେଖି ଜାଣିବା

ହିଁ ଦସ୍ତଖତ

ସ୍ଵାକ୍ଷର ହୁଅ ମୋ ଦେଶ ବାସୀ

ଗଢ଼ ଭାରତ..

ଆଜି ବି ଅଛନ୍ତି ଦସ୍ତ ଖତ ଲୋକେ

ଜାଣନ୍ତି କାହିଁ 

ପଇସା ମଧ୍ୟ ଗଣି, ହିସାବ କରି

ବୁଝନ୍ତି ନାହିଁ..

ବ୍ୟାଙ୍କ କାମରେ 

 ଗଲେ

ଦସ୍ତଖତ ନାହିଁ

ଭଲେ..

ଦସ୍ତଖତ କରେ

ଅଡୁଆ

ଲାଭ ମରିଥାନ୍ତି

ପାଠୁଆ

ଟିପଚି଼ହ୍ନ ଦେବା

ନୁହେଁ ସମିଚୀନ

ବେଳେ ବେଳେ

ହେବୁ ହୀନିମାନ

ଧାନ ଧନ ଥିଲେ

କିହେବ

ଦସ୍ତଖତ ବିନା

ଅଭାବ

ପଢି ପାରେନା କିଛି

ବୁଝିଲେ ଭୁଲୁ ଅଛି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy