STORYMIRROR

Manaswinee Dash

Fantasy

3  

Manaswinee Dash

Fantasy

ପ୍ରକ୍ରୁତି ପ୍ରେମ

ପ୍ରକ୍ରୁତି ପ୍ରେମ

1 min
165


ପ୍ରକୃତି ପ୍ରେମ କରେ ମନ, 

କବିତ୍ବର ଦୀପ ହୁଏ ପ୍ରଜ୍ଜ୍ବଳନ, 

 ସାଧାରଣ ଦୁବ ବି ଲାଗେ ଅସାଧାରଣ, 

ହୁଏ ସଦା ନୂତନତ୍ବର ଊଦ୍ଭାବନ। 


ଯିଏ ସାଜେ ପ୍ରେମିକ ପ୍ରକ୍ରୁତିର, 

ସଦା ଲାଗେ ଧରା ଜୀବନ୍ତ ସୁନ୍ଦରତାର

ସାମାନ୍ୟ ବାଲି ବି ମନ ମୋହେ ତାହାର, 

ପ୍ରତିଟି କଥା ଲାଗେ ମନ ମୁଗ୍ଧକର। 


ଝରଣାର କୁଳୁ କୁଳୁ ନାଦରସ୍ବର, 

ଲାଗେ ସତେ ଶାନ୍ତ ସଂଗୀତ ର ସ୍ବର, 

ପବନର ସେଇ ସ୍ବର, 

ଶିହରଣ କରେ ମନର। 



Rate this content
Log in

Similar oriya poem from Fantasy