Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

hrudananda sunani

Fantasy

2.3  

hrudananda sunani

Fantasy

ଭାରତ ବର୍ଷ

ଭାରତ ବର୍ଷ

1 min
171


ଭାରତ ମାଟି

ମୋର ଜନମ 

 ଭୂମି

ରଖିବି ନାଁ ଟି

କେବେ ନ ହେବ

କମି ।


କରିବି ସେବା

ଦୁଖୀ ଜନଙ୍କ

ଦୁଖେ

ହସିବି 

 ମୁହିଁ

ଦୁଖୀ ଜନଙ୍କ

ସୁଖେ ।


ଭିକାରି ଜନ

ନିତି ପାଇବ

ଭିକ

ହଟିବ ଏବେ

ଅନାଥ ଶିଶୁ

ଭୋକ ।


କରେ କାମନା

ଭାରତ ମାତା

ନିତି

ନରହୁ କେହି

ଆମରି ଜନେ

ଚିନ୍ତି ।



ଭରୁ ସଶ୍ୟରେ

ହୀରା ମୋତିରେ

ଦେଶ

ଟଙ୍କା 

 ସୁନାରେ

ଭରା ଭାରତ

ବର୍ଷ ।



Rate this content
Log in

Similar oriya poem from Fantasy