STORYMIRROR

Disambar Meher

Abstract Inspirational Others

3  

Disambar Meher

Abstract Inspirational Others

ଦଲିତ୍

ଦଲିତ୍

1 min
328


ଭଗବାନ୍ ଦିନେକ୍

ପଚାର୍ଲେ ଦଲିତ୍ କେ

ତୁଇ ଆର୍ ଜନମ୍ ନେ

କାଏଁ ଟା ହେବୁ ?


ଦଲିତ଼ କାନ୍ଦି କାନ୍ଦି 

କହୁଛେ ସୁନ ମହାପୁରୁ 

ତୁମର୍ ଦୁଆର଼ ଗଲେ 

ମକେ ଖେଦି ଦେସନ଼ କେତେ ଦୁରୁ ।


କଥା କଥାନେ

ଦେଉଥିସନ଼ କେତେ ଗାଲି

ତୁମର୍ ଗୁଡିପାସେ

ନାଇଁ ଦିଅନ଼ ମକେ ଚାଲି ।


ଆର୍ ଜନମେ 

କରିଦେବ ମକେ ପଖାନ୍

ଜେନ୍ ପଖାନ୍ କେ

ସଭେଁ ଦେବେ ମାନ଼ ,ସଭେଁ କରୁଥିବେ ସନମାନ୍ ।



Rate this content
Log in

Similar oriya poem from Abstract