STORYMIRROR

Prasanta Bhunya

Inspirational

3  

Prasanta Bhunya

Inspirational

ଦିନ ଦିନ ପ୍ରତିଦିନ…!!!

ଦିନ ଦିନ ପ୍ରତିଦିନ…!!!

1 min
13.6K


 ଛବିଟିଏ ଆଙ୍କ ହସ ଧରି ଓଠେ

ଗାଅ ପଦେ ଦୁଇପଦ।

ପକ୍ଷୀର କାକଳି ଶୁଣ ମନ ଦେଇ

ମନେ ଧରି ଦିବ୍ୟ ଭାବ॥

ଉତ୍ସାହ ଦିଅ ହେ ସଭିଙ୍କୁ ହରଷେ

ବୋଲ ମିଠା ମିଠା କଥା।

ହିଂସା ଈର୍ଷ୍ୟା ଦ୍ୱେଷ ମନକୁ ନଆଣ

ନହୁଅ ହେ ଲୋକହସା॥

-ପ୍ରଭୂ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational