ଦୀପଟେ ମୁଁ
ଦୀପଟେ ମୁଁ
ଜଳିବି ତ ଆଲୋକିତ କରିଦେବି
ସାରା ଅନ୍ଧାରି ମୁଲକ,
ଲିଭିବି ତ ଜଗତକକୁ ଦେଇଯିବି
କର୍ପୂରର ମହକ ।
ଜଳିବି ତ ଆଲୋକିତ କରିଦେବି
ସାରା ଅନ୍ଧାରି ମୁଲକ,
ଲିଭିବି ତ ଜଗତକକୁ ଦେଇଯିବି
କର୍ପୂରର ମହକ ।