STORYMIRROR

Apalata Aruk

Others

3  

Apalata Aruk

Others

ଜାଳିଦିଅ କୁତ୍ସିତ କାମନା

ଜାଳିଦିଅ କୁତ୍ସିତ କାମନା

1 min
10


ପୋଡିଦେଲେ ପ୍ରତିକୃତି
ହୁଏନା ମରଣ,
ଯୁଗେ ଯୁଗେ ଜୀଇଁଛି ସେ
ଦୁର୍ମତି ରାବଣ ।

ଜାଳିଦିଅ ମନତଳ
କୁତ୍ସିତ କାମନା,
ପ୍ରତିପ୍ରାଣେ ସୃଷ୍ଟି ହେଉ
ଅମୃତ ଭାବନା।

ଅପଲତା ଆରୁକ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍