STORYMIRROR

Apalata Aruk

Others

3  

Apalata Aruk

Others

ନୂଆ ଦିନ ନୂଆ ସ୍ୱପ୍ନ

ନୂଆ ଦିନ ନୂଆ ସ୍ୱପ୍ନ

1 min
11

 ସବୁ ଦିନ ଆମ ଲାଗି
ହେଉ ନୂଆ ଦିନ,
ମନରେ ଚହଟୁଥାଉ
ନୂଆ ନୂଆ ସ୍ୱପ୍ନ ।

 ସାକାର ହେଉ ସେ ସ୍ୱପ୍ନ
ସାଧନାର ବଳେ,
ଚୁନା ଚୁନା ହସ ଝରୁ
ପ୍ରତି ଓଠ ତଳେ ।

 ଅପଲତା ଆରୁକ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍