ଧର୍ମ ଡଙ୍ଗା
ଧର୍ମ ଡଙ୍ଗା
1 min
0
ଧର୍ମ ଡଙ୍ଗା ମୋର ନଈରୁ ଦରିଆ
ଆନନ୍ଦରେ ଭାସି ଯାଆ ,
କାର୍ତ୍ତିକର କେତେ ମାହାତ୍ମ୍ୟ ଆମର
ସଭିଙ୍କୁ ଶୁଣେଇ ଯାଆ।
ସାଧବ ପୁଅର ନୌବାଣିଜ୍ୟର
ଗଉରବମୟ ଗାଥା,
କହୁଥିବୁ ପୁଣି ସାଧବାଣୀଙ୍କର
ବୋଇତ ବନ୍ଦାଣ କଥା।
ଅପଲତା ଆରୁକ
ମନୋହରପୁର,ମୟୂରଭଞ୍ଜ
