STORYMIRROR

Apalata Aruk

Others

3  

Apalata Aruk

Others

ଦକ୍ଷ ସେନାପତି

ଦକ୍ଷ ସେନାପତି

1 min
2


ଶାସନ ହେଉକି ହେଉ ସାହିତ୍ୟରେ,
ଦକ୍ଷ ସେନାପତି ପ୍ରତିଟି କ୍ଷେତ୍ରରେ ।

ଅଛ ତୁମେ ଛ'ମାଣ ଆଠଗୁଣ୍ଠରେ,
ମାମୁଁ ଲଛମା ଆଉ ପ୍ରାୟଶ୍ଚିତରେ ।

ରେବତୀ ଡାକମୁନ୍ସି ସୁନାବୋହୂରେ,
ରାଣ୍ଡୀପୁଅ ଅନନ୍ତା ବୌଦ୍ଧାବତାରେ ।

ଗାରୁଡିମନ୍ତ୍ର ସଭ୍ୟ ଜମିଦାରରେ,
ପୂଜାଫୁଲ ପ୍ରାର୍ଥନା ଉପହାରରେ ।

ସାହିତ୍ୟ ଆକାଶରେ ତୁମର ଛବି,
ଚିର ଜାଜ୍ଜ୍ୱଲ୍ୟମାନ ହେ ବ୍ୟାସକବି।

ଅପଲତା ଆରୁକ


Rate this content
Log in