STORYMIRROR

କଳ୍ପନା ରାୟ

Abstract Classics Inspirational

2  

କଳ୍ପନା ରାୟ

Abstract Classics Inspirational

ଦୀପାବଳି

ଦୀପାବଳି

1 min
128


ଦୀପାବଳି, ଭଳି ପର୍ବ ନାହିଁ

ଯେଉଁଥିରେ ଧରଣୀ ରାଣୀ

ସଜେଇ ହୋଇ ଦିଶେ ସୁନ୍ଦରୀ

ଅନ୍ଧାକାର ଦୁର କରି ଆଣେ ଆଲୋକ


ମାଆ କାଳୀଙ୍କର ହୋଇଵ ପୂଜା

ଘରେ ଘରେ ପୁଣି ଲକ୍ଷ୍ମୀ ଗଣେଶ

ଧାନକେଣ୍ଡା ଦେଖି ଚାଷୀ ଅଧିରା

ପକାଇ ଝୋଟିଚିତା

ପ୍ରଭୁ ସୁସ୍ଥ ସମାଜର ଏ ବାର୍ତ୍ତା


ଆଲୋକ‌ ଉତ୍ତମ ଗହଣା

ଭଳି ଭଳି ଚିଜ କିଣା

ଧର୍ମ ମାସର ସାର

କରେ ଯେତେ ଉପକାର

ରାମ ଵନଵାସୁ ପ୍ରତ୍ୟାଗମନ


ବଡବଡୁଆ ଡାକନ୍ତି ବାଣ ଫୁଟାଇ

କାଉଁରିଆ ଜାଳିବା ବିଧି ଅଟଇ

ନାନାଦି ପିଠାପଣା କରି

ପରା ପିଣ୍ଡକୁ ଲୋକେ ପକାଇ

ଦିଆନିଆ ଦ୍ଵାରା ଭାବ ବଡ଼ଇ




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from କଳ୍ପନା ରାୟ

Similar oriya poem from Abstract