STORYMIRROR

Bijaya kumar panda

Crime Inspirational Others

3  

Bijaya kumar panda

Crime Inspirational Others

ଧୂମପାନ

ଧୂମପାନ

1 min
220

ସେ ବେଳ ଥିଲା ରାଜା ମହାରାଜା ଅବା ଫିରିଙ୍ଗି

ଅର୍ଥ ଲାଳସା ବା ଶୋଷଣର ରଖି ମନୋଭାବ

ବଡ଼ ପଣିଆ ଦେଖାଇବା ବା ଜାଗ୍ରତ କରିବା ପାଇଁଁ

ନିଜର ଦୁଃଖ ଭୁଲିବାକୁ ତମାଖୁ କରୁଥିଲେ ସେବନ।

କାରଣ ଅଜସ୍ର କଳାଧନ/ଥଣ୍ଡାର ପ୍ରକୋପ ପାଇଁ

ଏହାକୁ ପାନ କରି ସେମାନେ ବିିିତାଉ ଥିଲେ ଜୀବନ

ଭଲ ଗୁଣକୁ ଦେଇ ବିିସର୍ଜନ ମନ୍ଦକୁ କରିିିିଲେ ଗ୍ରହଣ

ରାହୁ ଭଳି ସାରା ରାଇଜେ କରିିିଛିି ଏବେ ଗ୍ରାସ।

ଘର ଠାରୁ ବାହାର ସବୁଠିିଁ ସେବନ କରୁୁଛି

ମୁର୍ଖ କାଳିଦାସ ଭଳି ସେହି ଡାଳଟିକୁ ହାଣୁଛି

କଅଁଳ ଶିଶୁଟି ବିଶୁଦ୍ଧ ବାୟୁ ବଦଳେ ବିିିିଷାକ୍ତ ଧୂଆଁ ପିଉଛି

ଆଜି ନହେଲେ ବି କାଲି ପାଇଁ ରୋଗକୁ ବଇନା ଦେଉଛି।

ଜିହ୍ୱା ଲାଳସାରେ କେନ୍ଦୁୁ ଖାଇଲା ପରି

କେତେ ଅଙ୍ଗ ପୁଣି ହୁଏ କଟାକଟି ଚିରାଚିରିି

କର୍କଟ ଯକ୍ଷ୍ମା ନାନାଦି ରୋଗ କାୟା ବିସ୍ତାର କରିଛି

ଧୂମପାନ ବନାମ୍ ପ୍ରଦୂଷଣ ରେ ଜୀବନକୁ ନେବ ଶୋଷିିିିି।

ବିଭିନ୍ନ ବିିଜ୍ଞାପନ ସରକାରଙ୍କ ନିୟମ ଶତ ଶତ ମୁୁଦ୍ରଣ

ସମସ୍ତେ କାନ୍ଦୁୁୁୁଛୁ ସତ ଲୁହ ଅଛି କି କାହା ଆଖିର

ଏହା କଣ ଆମ ବିଚାର ସତରେ କ'ଣ ନିିିିଃସହାୟ କୃତଘ୍ନ

ଆଜ୍ଞା ହୋଇ କ୍ଷଣିିକ ଆନନ୍ଦ ପାଇଁ କରୁୁୁଅଛୁ ସେବନ।

ପରିବାରରେ ବିଶୃୃଙ୍ଖଳା ସମାଜରେ ଚିନ୍ତାର କାରଣ

ଧୀରେ ଧୀରେ ମିଳେଇ ଯାଏ ଧନ ମାନ ସମ୍ମାନ

ପର ହିତେ ନହେଲେ ନାହିଁ ନିଜ ସୁଖ ପାଇଁଁ

ଚିନ୍ତା ନକରି ଶେଷରେ ଭୋଗୁଛ ଯନ୍ତ୍ରଣା ଓ କଷ୍ଟ।

ଦେହ ପାଇଁ ନୁହେଁ ହିତକର ସେ ବିଶୃଙ୍ଖଳାର ଚୁଡ଼ାନ୍ତ

ଘେନିିିିଲେ ତାହା ଅପରାଧ ବୁଦ୍ଧିି ବିବେକ ହୁଏ ନଷ୍ଟ

ସମାଜ ହିତ ପାଇଁ ନେବା ଶପଥ ବର୍ଜନ କର ଧୂୂମପାନ

ସଭିଏଁ ହେବା ସଚେତନ ରକ୍ଷା ବଳୟ ସାଜ ସୁଧିଜନ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Crime