STORYMIRROR

Chittaranjan Nanda

Abstract Action Classics

2  

Chittaranjan Nanda

Abstract Action Classics

ଧରାଧରି ପ୍ରତିଯୋଗିତା ଚାଲିଛି

ଧରାଧରି ପ୍ରତିଯୋଗିତା ଚାଲିଛି

1 min
61

ପ୍ରତ୍ୟେକ ଗଣତନ୍ତ୍ର ଶାସନର

ସ୍ବାଧୀନତା ଅଭିବ୍ୟକ୍ତିର ଅଧିକାର

ଏହା ମୂଳରୁ ଏକ ମାନବିକ ଅଧିକାର  

ଭାରତୀୟ ସମ୍ବିଧାନେ ମୌଳିକ ଅଧିକାର

ରକ୍ଷା କରିବା ଦାୟିତ୍ୱ ଥାଏ ବିଚାର ବିଭାଗର

କିଛି ଦାୟିତ୍ୱ ଅଛି ମଧ୍ୟ ଚତୁର୍ଥ ସ୍ତମ୍ଭ ଗଣମାଧ୍ୟମର

କ୍ଷୁର୍ଣ କରିବା ନୀତି ଥାଏ ଯୁଗେ ଯୁଗେ ଭ୍ରଷ୍ଟ ଶାସକର

କୋଟି କୋଟି ଟଙ୍କା ଖର୍ଚ୍ଚ ହୁଏ ଚାପିବାକୁ ମଣିଷର ମୁକ୍ତ ସ୍ୱର

ଦୁଃଖ ଲାଗେ ପ୍ରତିଯୋଗିତା ଚାଲିଛି ମଣିଷେ ଏହି ଦେଶ ମଧ୍ୟର

ଧରାଧରିରେ ପ୍ରମୋସନ୍ ନଚେତ ମିଳିବ ଉପାଧି,

ସ୍ଥାନ ପଦ ପଦବୀର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract