Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Suresh chandra Padhy

Classics

3  

Suresh chandra Padhy

Classics

ଧୋକା

ଧୋକା

1 min
245


ଭଲ ପାଇ ଧୋକା ଦେଲୁ ମୋତେ

ମୋ ପାଇଁ ନିର୍ଦୟ ହେଲୁ କାହିଁ ଏତେ ।


କଥା ଦେଇ ଥିଲୁ ଆଉ କାହାର ହେଲୁ

ବଚନ ଦେଇ ମୋତେ ଭୁଲି ତୁ ଗଲୁ ।


ତୋ ପ୍ରେମ ଛଳନା ଥିଲା ଆଜି ଜାଣିଲି

ତୋ ପ୍ରେମ ରେ ଅନ୍ଧ ମୁଁ ହୋଇ ଥିଲି ।


ସବୁ ସମୟ ତୋ ପାଇଁ ଦେଲି

ତୋ ଖୁସି ପାଇଁ ସବୁ କରିଥିଲି ।


ମୋତେ ଗରିବ ଭାବି ଭୁଲି ତୁ ଗଲୁ

ମୋତେ ପ୍ରେମ କରି ଧୋକା ଦେଇ ଥିଲୁ ।


ତୋ ଆଖିରେ କେବେ ଲୁହ ଦେଇ ନାହିଁ

ଆଜି ତୋ ପାଇଁ କାନ୍ଦୁ ଅଛି ମୁହିଁ ।


ତୋ ହୃଦୟ ପଥର ବୋଲି ଆଜି ଜାଣିଲି

ମୁଁ ସରଳ ବିଶ୍ୱାସୀ ହୋଇ ଫସି ଯାଇ ଥିଲି ।


ଏମତି ଝିଅ ଟେ ତୁ ମୋ ଜୀବନେ ଆସିଲୁ

ମୋତେ କଷ୍ଟ ଓ ଯାତନା ଖାଲି ଦେଇ ଥିଲୁ ।


Rate this content
Log in

Similar oriya poem from Classics