STORYMIRROR

Niranjan Sahu

Inspirational

3  

Niranjan Sahu

Inspirational

ଦେଶରୁ ବିପତ୍ତି ତଡିବା

ଦେଶରୁ ବିପତ୍ତି ତଡିବା

1 min
506

ଆମେ ଡାକିବା କିଳା   

କିଛି ଗୋଟିଏ ଅଘଟଣ ହେଲେ

   ରାଜ୍ୟରେ ଲାଗିବ ଲୀଳା  


ରାଜନୀତି ଖାଲି ଚାଲିବ

ଧର୍ମଘଟ ଗୋଟେ ହୋଇବ

ଟାଇରୀ ଜାଳି ଗଣ୍ଡଗୋଳ କରି

ରାଜ୍ୟଟା ଉଠିବ ପଡିବ  


ପାଣିରେ ଗାର ଭଳିଆ

 କିଛି ଶାନ୍ତ୍ୱନା ମିଳିବ

ମରିବା ଲୋକଟା ତା ବାଟେ ଯିବ

ରାଜନୀତି ଖାଲି ଚାଲିବ  


କିଛି ଦିନପରେ ସବୁ ଭୁଲି ଯିବେ

ପୁଣି ଯେସାକୁ ତେସା ହୋଇବ

କେତେ ଜୀବନ ଚାଲିଗଲା ପରେ

ଏ ଅବୁଝା ମଣିଷ ବୁଝିବ   


ନିଜେ ଯଦି ଠିକ ନହେବ

କିଏ ଠିକ କରିବ

ପ୍ରତ୍ୟେକ କଥାରେ ସର୍କାରକୁ ଦୋଷ ଦେଲେ

ସର୍କାର କି ବୁଝିବ  


ଆସ ବନ୍ଧୁମାନେ ସଚେତନ ହେବା

ଭଲ ଭଲ କର୍ମ କରିବା

ନିଜର ଭଲ କରିବା ସହ

ଦେଶରୁ ବିପତ୍ତି ତଡିବା  



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational