STORYMIRROR

Anam Charan Sahoo

Abstract

3  

Anam Charan Sahoo

Abstract

ଦେଶଦ୍ରୋହୀ

ଦେଶଦ୍ରୋହୀ

1 min
216

ଏବେବି ମନୁଷ୍ୟ ମନେ ଭରାଅଛି କୁସଂସ୍କାର ଧର୍ମାନ୍ଧତା ଭଗବାନଙ୍କର ନାମରେ ଭିଆଣ ଶୁଣି ହଜିଯାଏ ଚେତା। ସରକାରଙ୍କର ଆଇନ କାନୁନ ନମାନି ନିର୍ଦ୍ଧିଷ୍ଟ ଜନ କରୋନା ଭୂତାଣୁ ପ୍ରଭୁ ଦେଇଛନ୍ତି କହୁଛନ୍ତି ପ୍ରବଚନ। ସାମାଜିକ ଭାବେ ଦୂରତ୍ବ ନରଖି ଆଲିଙ୍ଗନ କରି ଆନ ଜନସମାବେଶ ବିପଦ କାରଣ ବଳିଦ୍ଯନ୍ତି ଜୀବ ଧନ। ବିଦେଶୀ ଲୋକଙ୍କୁ ପ୍ରଶୟ ଦିଅନ୍ତି ଲୁଚାଇ ନିଜର ଘରେ ଦେଶର ଅହିତ କରନ୍ତି ସାଧନ ବିଶ୍ବରେ ନିନ୍ଦିତ ନରେ। ଦେଶ ପ୍ରତିକୂଳ ଚିନ୍ତେ ଯେଉଁ ନର ଦେଶଦ୍ରୋହୀ ଅଟେ ସେହି ଶୂଳିରେ ବସାଇ ବଳିଦେଲେ ତାଙ୍କୁ ଦୋଷ ଜମା ଲାଗେ ନାହିଁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract