ଢଙ୍ଗ
ଢଙ୍ଗ
ଅବୋଲ କରା ଯେବେ
ବୋଲମାନେ, ସବୁ
ଲାଗେ ନିଆରା
ଢଙ୍ଗ ସବୁ ରଙ୍ଗ
ଯାର ମଙ୍ଗ ନଥାଏ
ମୁଁ କିନ୍ତୁ ବ୍ୟଙ୍ଗ କରେ
ସଙ୍ଗ ପରି ତମେ
ଲାଗୁ ଥାଅ କିନ୍ତୁ
ଢଙ୍ଗ ତମ କହେ
ସବୁ ମଙ୍ଗହୀନ କଥା ।
ଅବୋଲ କରା ଯେବେ
ବୋଲମାନେ, ସବୁ
ଲାଗେ ନିଆରା
ଢଙ୍ଗ ସବୁ ରଙ୍ଗ
ଯାର ମଙ୍ଗ ନଥାଏ
ମୁଁ କିନ୍ତୁ ବ୍ୟଙ୍ଗ କରେ
ସଙ୍ଗ ପରି ତମେ
ଲାଗୁ ଥାଅ କିନ୍ତୁ
ଢଙ୍ଗ ତମ କହେ
ସବୁ ମଙ୍ଗହୀନ କଥା ।