STORYMIRROR

Sudhashree Bhattamisra

Abstract

3  

Sudhashree Bhattamisra

Abstract

ଦାନଵ

ଦାନଵ

1 min
134

ଆକାଂକ୍ଷା ର ଅଗଣିତ ତାରକା ଭଳି ସ୍ବପ୍ନ ସବୁ 
ମୋ ଜୀବନଟା କିନ୍ତୁ ଲାଗେ ଏବେ ସତରେ 
ବ୍ୟାଖ୍ୟା ଜୀବନର, ଜୀବନଟା ବ୍ୟାଖ୍ୟା ନୁହେଁ 
ସମୀକ୍ଷା ନୁହେଁ, ଜୀବନଟା ଜୀଵନ 
ମୁଁ ଵୁଝିଛି ଶଠ କିଏ 
ପ୍ରତାରକ ପ୍ରବଞ୍ଚକ କିଏ ସବୁ 
ପ୍ରତାରିତ ମଣିଷଟା ଖୋଜେ ଯେବେ 
ଠିକଣା ନିଜର, ବାଟବଣା ହେଲାପରେ 
ରାସ୍ତା ଖୋଜେ ପଡୁଥାଏ ଉଠୁଥାଏ 
ଝୁଣ୍ଟୁଥାଏ, ଜୀବନର ରାସ୍ତାଟା 
ମାନବଟା କାହିଁକିଯେ ଦାନଵ ପାଲଟିଯାଏ 


Rate this content
Log in

Similar oriya poem from Abstract