STORYMIRROR

Brundabana Pradhan

Tragedy

3  

Brundabana Pradhan

Tragedy

ଦ୍ୱିତୀୟ ଲହର

ଦ୍ୱିତୀୟ ଲହର

1 min
221

ଜୀବନେ ଦୁଃଖ ପୁଣି ଆସିଲା ଫେରି

କାହିଁକି କେଜାଣି ମନରେ ଦୁଃଖ ଗଲା ଭରି ।

ନା ପାରିଲି ହରସେ କାମ କରି 

ଭୟରେ ଭୟରେ ଦିନ ଗଲା ସରି। 

କାହିଁକି ତାର ଆସିବାର ଥିଲା 

ତାହା ତାହାକୁ ଜଣା 

ତା ଆସିବାର କଥା ଶୁଣି ବୁଦ୍ଧି ହୋଇଗଲା ବଣା। 

କଣ ପାଇଁ ଆସିଲା ଦ୍ୱିତୀୟ ଲହର 

ନିତି ଶୁଣାଏ ଦୁଃଖର ଖବର ?

ଅତି ଆପଣାର ଲୋକ ସବୁ ହୋଇଗଲେ ପର 

କହରେ କାହିଁକି ଆସିଛୁ ଦ୍ୱିତୀୟ ଲହର। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy