STORYMIRROR

ପ୍ରାଚୀନ ଓଡ଼ିଆ କାବ୍ୟ କବିତା

Classics

2  

ପ୍ରାଚୀନ ଓଡ଼ିଆ କାବ୍ୟ କବିତା

Classics

ଚଉପଦୀ - ଝୁଲିବେ ଗୋ ଆଜ କୁଞ୍ଜେ

ଚଉପଦୀ - ଝୁଲିବେ ଗୋ ଆଜ କୁଞ୍ଜେ

1 min
13.6K


ଶ୍ରୀମନ୍ଦିର ସଙ୍ଗୀତ


ଝୁଲିବେ ଗୋ ଆଜ କୁଞ୍ଜେ ବରଜରାଜ

ଭୁଲି ନ ଯିବ କେ ଚାହିଁ ଗୋ । ଘୋଷା ।

ଶୁକ ସାରୀ କପୋତ ମୟୂର ପାରାରତ

ରଟିବେ ଚିତ୍ତ ରସାଇ ଗୋ

କେ ଦେଇ ହୁଳହୁଳି ବ୍ରଜବାଳିକା ଦୋଳି

ଦେଉଥିବେ ଦୋହଲାଇ ଗୋ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics