Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ ଧର୍ମୀୟ-94

ଚଉପଦୀ ଧର୍ମୀୟ-94

1 min
329


ଚଉପଦୀ

ଭାଗ (94)

ରାଗ – କାମୋଦୀ - ଆଠତାଳୀ

(ଧର୍ମୀୟ ଓ ରାଗାନୁଗା ଭକ୍ତିମୂଳକ)

ଚାହିଁଲା ରେ, ମନ ମୋହିଲା ରେ (ପଦ)

ଜଳଖେଳା-ଶଫରୀ-ନୟନା ସୁନାଗୋରୀ

ସତେ ମହେନ୍ଦ୍ର ଶୀରି - ମୋତେ ଯାଚିଲା ପରି (1)

ଆଜ କି ତପବଳେ - ଜଳବାହୁଡା ବେଳେ

ପ୍ରିୟ ସଖୀଙ୍କ ମେଳେ - ବିରାଜି କି ଚପଳେ (2)

ପରବ ସମୁଦିତ - ଶତ ମୟୂଖଜିତ-

ମୁଖେ କି ମନ୍ଦସ୍ମିତ - ମଣ୍ଡି ମୋ ପ୍ରାଣମିତ (3)

ମଦନ ମୁଖେ କାଳି - ଦେବାକୁ ନିକି ଭଳି

ମୋ ଗଳା ମଣିମାଳି - କୃପା ଅପାଙ୍ଗ ଢାଳି (2)

ବିରଞ୍ଚିଲେ ଶ୍ରୀହରିଚନ୍ଦନ ଶ୍ରୀକିଶୋରୀ

ବ୍ରଜନବରେ ହରି - ହୟଙ୍କୁ ଫେରି ଫେରି (5)

କବିସୂର୍ଯ୍ୟ ବଳଦେବ ରଥ



Rate this content
Log in