ଫରମାସ ଆଜି ବେଶେ, ଶ୍ରୀହରିଚନ୍ଦନ ଭାଷେ ଶରଣ କେ ଅଛି ମୋର ବିନା ମୋ ତୋହରି ରେ ଫରମାସ ଆଜି ବେଶେ, ଶ୍ରୀହରିଚନ୍ଦନ ଭାଷେ ଶରଣ କେ ଅଛି ମୋର ବିନା ମୋ ତୋହରି ରେ
ପରବ ସମୁଦିତ - ଶତ ମୟୂଖଜିତ- ମୁଖେ କି ମନ୍ଦସ୍ମିତ - ମଣ୍ଡି ମୋ ପ୍ରାଣମିତ ପରବ ସମୁଦିତ - ଶତ ମୟୂଖଜିତ- ମୁଖେ କି ମନ୍ଦସ୍ମିତ - ମଣ୍ଡି ମୋ ପ୍ରାଣମିତ
ମୋତେ କାମ ପାରାବାରୁ, କରିବାକୁ ପାରିରେ (3) ଫୁଟାଇ ନଦେଇ ତମ, -ବାଣୀରେ ମୋର ମରମ ଦେଖାଅ ସଖୀକି ବାରେ... ମୋତେ କାମ ପାରାବାରୁ, କରିବାକୁ ପାରିରେ (3) ଫୁଟାଇ ନଦେଇ ତମ, -ବାଣୀରେ ମୋର ମରମ ଦେଖାଅ...