STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ ଧର୍ମୀୟ-51

ଚଉପଦୀ ଧର୍ମୀୟ-51

1 min
336

ଚଉପଦୀ

ଭାଗ (51)

(କୃଷ୍ଣଙ୍କ ପ୍ରତି ଯଶୋଦା)

ରାଗ - ମୁଖାରୀ - ଆଠତାଳି

(ଧର୍ମୀୟ ଓ ରାଗାନୁଗା ଭକ୍ତିମୂଳକ)

କାହିଁକି ଆଜ ସୁନ୍ଦର କାନ୍ଦ

               ମଲି ମୁଁ ଆହା ମୋ ଶ୍ୟାମଳ ଚାନ୍ଦ (0)

ସଜଳ ଦିଶୁଛି ନେତ୍ରାରବିନ୍ଦ,

ଅରୁଚି ଦନ୍ତବାସ କୁରୁବିନ୍ଦ (1)

କେ କଲା ତୁମ୍ଭ ତୁଲେ କଳି ଦ୍ୱନ୍ଦ୍ୱ

କହ କରିଦେବା ସେବା ବାସନ୍ଦ (2)

ଆହା ମୋର ମନ ନୟନାନନ୍ଦ,

ଚଳି -ହେଲେ କି ତୁମ୍ଭ ତାତ ନନ୍ଦ (3)

ଅଳିରେ କରୁ ଗୃହକୃତ୍ୟ ବନ୍ଦ

ଧନ ବିନା ମୁଁ ନ ବୋଲେ ଗୋବିନ୍ଦ,

ଆ’ ମୋର ଚାନ୍ଦ ହସ ମନ୍ଦ ମନ୍ଦ

ଦେବି ନବନୀତ ମିଶାଇ କନ୍ଦ (5)

ପାଇ ତୋର କୃପା ସୁଧା - ନିସ୍ୟନ୍ଦ,

ହେଉ ବାଲୁକେଶ ଦେଉ ପସନ୍ଦ (6)

କବିସୂର୍ଯ୍ୟ ବଳଦେବ ରଥ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics