STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ (107)

ଚଉପଦୀ (107)

1 min
112

ଚଉପଦୀ

(107)

ରାଗ - ଆନନ୍ଦଭୈରବ

ବନ୍ଧୁଆ ତୁ ମୋ ସବୁ ଭରସା, ନକର ଦରପଣନିଭ ରସା (ପଦ)

ଭୁଷ ପଛେ ମୁନେ କରରୁ ହର (1)

ଶ୍ରୀମୁଖ ପରବ ତୁହିନକର, ଅରୁଣଭାବକୁ ତୁହି ନ କର (2)

ବିଅର୍ଥ ଏ ଚନ୍ଦ୍ର କ୍ଷଣଦା ସରେ, ଖେଳା ଚଞ୍ଚଳ ଈକ୍ଷଣ ଦାସରେ (3)

ମୁଁ ସାଧ୍ୟ ନୋହିଲେ ତିଆର୍ରଣରେ, ମାର ମଦନ ହଟିଆ ରଣରେ (4)

ସରିଲାଟି ଅଷ୍ଟଦୁର୍ଗନାଥରେ, ଅନା ଅନା ସୁନାବରନା ଥରେ (5)

କବିସୂର୍ଯ୍ୟ ବଳଦେବ ରଥ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics