Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.
Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.

Prajna Paramita Mohanty

Inspirational


3  

Prajna Paramita Mohanty

Inspirational


ଚରୈବତି

ଚରୈବତି

1 min 207 1 min 207

ନିର୍ଜନ ନିଶାର୍ଦ୍ଧ ପ୍ରହରେ ଯେବେ ସ୍ଵପ୍ନ ସବୁ ମୋର ଉଙ୍କି ମାରେ

ତାକୁ ଇ ପାଥେୟ କରି ସେ ଜୀବନ ଜିଂଇବା ଲାଗି ବାଧ୍ୟ କରେ 

ଅଧା ବାଟ ଚାଲି ଚାଲି ପଥ ଥକି ଯେବେ ମୋ ଆଶାଟି ହାରେ 

ସ୍ମୃତି ସବୁ ଉଭା ଆସି ଆଗକୁ ବଢିବା ଇଛା ଜାଗେ ପୁଣି ଥରେ | 


Rate this content
Log in

More oriya poem from Prajna Paramita Mohanty

Similar oriya poem from Inspirational