Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.
Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.

Prajna Paramita Mohanty

Inspirational

3  

Prajna Paramita Mohanty

Inspirational

ଚରୈବତି

ଚରୈବତି

1 min
212


ନିର୍ଜନ ନିଶାର୍ଦ୍ଧ ପ୍ରହରେ ଯେବେ ସ୍ଵପ୍ନ ସବୁ ମୋର ଉଙ୍କି ମାରେ

ତାକୁ ଇ ପାଥେୟ କରି ସେ ଜୀବନ ଜିଂଇବା ଲାଗି ବାଧ୍ୟ କରେ 

ଅଧା ବାଟ ଚାଲି ଚାଲି ପଥ ଥକି ଯେବେ ମୋ ଆଶାଟି ହାରେ 

ସ୍ମୃତି ସବୁ ଉଭା ଆସି ଆଗକୁ ବଢିବା ଇଛା ଜାଗେ ପୁଣି ଥରେ | 


Rate this content
Log in