STORYMIRROR

Kshyama sagar Prusty

Crime Others

3  

Kshyama sagar Prusty

Crime Others

ଚୋର

ଚୋର

1 min
254


ଧର ଧର ଏଇ ଶବ୍ଦ ଚୋରକୁ ଧର

ହଁ ହଁ ମୁଁ ଶବ୍ଦ ଚୋର!

ଲକ୍ଷ୍ୟ ନୁହେଁ ମୋ କବି,ଲେଖକର

ନିଶା ଏ କିଛି ଲେଖିବାର!!

ପ୍ରକାଶକରେ କବିତାରେ

ମନର ଭାବନା ମୋର!

ପ୍ରଚେଷ୍ଟା ସମାଜକୁ କିଛି

ସଚେତନ ବାର୍ତା ଦେବାର

ନା ଅଛି ଅଭିଳାଶା

ମାନପତ୍ର,ପୁରସ୍କାରର!!

ଧର ଧର ଏଇ ଶବ୍ଦ ଚୋରକୁ ଧର

ହଁ ହଁ ମୁଁ ଶବ୍ଦ ଚୋର!

କହିବକି କିଏ ସୃଷ୍ଟିକର୍ତ୍ତା

ଏଇ ଚୋର ଶବ୍ଦର ?

ଜ୍ଞାନୀଗଣ କର ବିଚାର 

ଜ୍ଞାନୀଗଣ କର ବିଚାର!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Crime