Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବି. ନିରୁପମା

Inspirational

3  

ବି. ନିରୁପମା

Inspirational

ଚିର ଅମର ସେ ଦେଶ ବରପୁତ୍ର

ଚିର ଅମର ସେ ଦେଶ ବରପୁତ୍ର

1 min
125


ଦେଶସେବକର ନାହିଁ କେବେ ଅନ୍ତ 

ଦେହତ୍ୟାଗ କଲା ପରେ ବି ଜୀବନ୍ତ ।


ଚିର ଅମର ସେ ଦେଶ ବରପୁତ୍ର 

ଧନ୍ୟ ଏହି ମାଟି ପ୍ରସବି ସେ ସୁତ ।


ଦେଶ ଦଶ ହିତେ ଯିଏ ସମର୍ପିତ 

ସେ ଆମ ଆଦର୍ଶ ସମ୍ମାନର ପାତ୍ର ।


ସେ ରାଷ୍ଟ୍ରଭକ୍ତଙ୍କୁ କୋଟି ଦଣ୍ଡବତ 

ଦିଅନ୍ତୁ ଦେଖାଇ ମାର୍ଗଟି ଉଚିତ ।


ତାଙ୍କ ପଥ ଅନୁସରି ସୁତା-ସୁତ 

କରିବା ଏ ମାଟି କଲ୍ୟାଣ ଶତତ ।


ପ୍ରସନ୍ନ ହୋଇବ ଏ ଭାରତମାତ 

ଆଶିଷ ବାଞ୍ଛିଵ ଆମକୁ ନିରତ ।



Rate this content
Log in

Similar oriya poem from Inspirational