STORYMIRROR

Dr.Omm Prasad Pradhan

Abstract Tragedy Classics

3  

Dr.Omm Prasad Pradhan

Abstract Tragedy Classics

ଚିନ୍ହ

ଚିନ୍ହ

1 min
257

 

କବି ନିଜକୁ ଚିନ୍ହେ  

ଖୁବ ବେଶୀ

ସମାଜ କୁ ଚିନ୍ହେ 

କିନ୍ତୁ କବି କୁ ଚିନ୍ହେ କିଏ ?

ତାର କେଇ ଖଣ୍ଡ ବହି

ପୁରୁଣା ଡାଏରି 

କିଛି ଦସ୍ତା କାଗଜ  

ନିରବି ଯାଉଥିବା ଖଣ୍ଡେ କଲମ

ଆଉ ମେଞ୍ଚେ କାଳି ।


କବିଟିଏ ବଞ୍ଚେ

ଖୁବ୍ ବଞ୍ଚେ ନିଜ ଭିତରେ 

ସମାଜ ଭିତରେ ,ନିଜ ପରିବାର ଭିତରେ 

ଆଉ ତା' ଭିତରେ ବି

ଯାହା ପାଇଁ ଭାରି ହେଇଯାଇଥିଲା 

ହାତର କଲମ 

ଆଉ ଉନ୍ମୁକ୍ତ ହେଇଯାଇଥିଲା 

କିଛି ପୁରୁଣା ଡାଏରି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract