STORYMIRROR

Debendra Mishra

Romance

3  

Debendra Mishra

Romance

ଛଳନା

ଛଳନା

1 min
168

ଅଙ୍କା ବଙ୍କା ନଈ ପରି ଚାଲି,ଝରଣା ପରିକା ଦୌଡ଼

ମହlଜlଗତିକ ଭାବଧାରା

ସୂର୍ଯ୍ୟଙ୍କ ରକ୍ତିମ କିରଣର ଅlଭl

ଚଢ଼େଇ ଗୁହାର ଛାଇ ଯୋଛାନାର ପରଶ

ପକ୍ଷୀ ର ସୁମଧୁର ଗାନ ପ୍ରକୃତିର ଅବଦାନ,

ଭସ୍କୋଡlଗ।ମା ଜଳପଥ ସୂପରି କଳ୍ପିତ,

ସବୁଠି ଖାଲି ଛଳନା,ଛଳନା,

ମାଛ ଧରାଲିର ବନିଶି ମୁନରୁ ଖସି ଯାଇ ଥିବା

କ୍ଷତାକ୍ତ ମାଛ, ବଗ ଥଣ୍ଟ ମୁହଁରୁ ଖସୁ ଥିବା

ବିଚିତ୍ର ପୋକ ଏଇତ ଜୀବନ,

ମହାଦେବଙ୍କ ହଳ ହଳ ବିଷଠ ମଧ୍ୟ

ଟଉ ଟର ଙ୍କ ଭାଷଣ ବିଷାକ୍ତ,

ଛଳନାର ପ୍ରଲେପ,ବିଦ୍ୟମାନ l



Rate this content
Log in

Similar oriya poem from Romance