Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Inspirational Others Children

4  

Bharatabandhu Biswal

Inspirational Others Children

ଛେନାପୋଡ

ଛେନାପୋଡ

1 min
5



ଗୋରସ ଧିରେ ଉଷ୍ମ କରି

ଶୀତଳେ ଛେନାପାଣି ଢାଳି ।

ଛିଣ୍ଡାଇ ଛେନାକୁ ଚିପୁଡି

ରଖିବ ପାତ୍ରରେ ନିଗାଡି ।

ମିଶାଇ ଚିନି ଅଳେଇଚ 

ପାଗିଣ ଛେନାକୁ ମକଚ ।

ପାତ୍ରରେ ଗୁଆଘିଅ ବୋଳି

ଆଣକୁ ପୋଡ ନିଆଁଜାଳି ।

ଯତନେ ହୋଇଲେ ପ୍ରସ୍ତୁତ

ମହକି ଉଠଇ ପିଷ୍ଟକ ।

ସୁସ୍ବାଦୁ ଅଟେ ଛେନାପୋଡ 

ଛପନ ଭୋଗରେ ସୁମାର ।

ଶ୍ରୀଜଗନ୍ନାଥଙ୍କ ମଣୋହି

ଓଡିଶା ଗୌରବ ଅଟଇ ।

ଖାଅ ଖୁଆଅ ଛେନାପୋଡ

ଓଡିଆ ପୁଅ ଜିଣ ଗଡ ।

    


Rate this content
Log in

Similar oriya poem from Inspirational