ଛବି
ଛବି
ମନ ଅଗଣା ରେ ବସି
ହୄଦୟ ଫଳକେ
ତୁୁୁମର ଛବି ଭାସେ ଆସି
ଯତନ ରେ ଆଙ୍କେ ।
ମୁଁ ତୁୁୁରମର ରୂପ ର ପୂଜାରୀ
ଆଙ୍କେ ଛବି ନିତି
କରେ ଯିିିବନ୍ତ ତୂଳୀ ଧରି
ବସି ଦିନ ରାତି ।
ସ୍ମୃତି ର କୋଠରୀ ରେ ରଖେ
ମୁଁ ନିତି ଯତନେ
ଜହ୍ନ ରାତି ହେଲେ ମୁଁ ଦେଖେ
ଜହ୍ନ ର କିରଣେ ।
କେତେ ସ୍ମୃତି ଖାଅଇ ଉଇ
ହେଲେ ସେ ପୂରୁଣା
ନୟନ ଆଉ ପାଏ ନାହିଁ
ହୁଏ ଧୂଳି କଣା ।
