STORYMIRROR

Mr.GAGAN BIHARI NAYAK

Romance

3  

Mr.GAGAN BIHARI NAYAK

Romance

ଛାତିରେ ଜାଳିଲ ନିଆଁ

ଛାତିରେ ଜାଳିଲ ନିଆଁ

1 min
124


ଛାତିରେ ମୋ' ଜାଳିଲ ନିଆଁ।

ସେ' ନିଆଁରେ ଜଳିଲି ପ୍ରିୟା।

ଜଳିଗଲା ପ୍ରେମ ଦୁନିଆ...

କୁହ କେମିତି ବଞ୍ଚିବି ପ୍ରିୟା(0)


ଅମାନିଆଁ ମନ ମୋର ମାନେନା କିଛି ।

କେମିତି ରହିଲ ସବୁ ଦେଇ ମୁରୁଛି ।

ଥରୁଟିଏ କୁହ କିବା ଦୋଷ କରିଛି ।

ଆଜିଏ ଦୁନିଆଁ ମୋତେ ଦୋଷ ଦେଉଛି।

ଭଲ ପାଇବାରେ 

କିବା ଦୋଷ ରହିଲା

ଦୋଷୀ ସଜେଇଲ ମୋତେ

ଜାଣିକି କିଆଁ (୧) 


ଛାତି ଚିରି ଦେବି ଯେବେ ତୁମରି ନାଆଁ ।

ମୋ'ପ୍ରେମ ପବିତ୍ର ପାପ ନାହିଁ ଟି ଜମା।

ତୁମେ ସତେ ମୋତେ କରିଦେଲ କିମିଆଁ।

ଭୁଲିଗଲି ସବୁକିଛିକୁ ମୋ ଘର ଗାଆଁ।

ସବୁ ଭୁଲି ଗଲାପରେ

କିବା ଭୁଲ ରହିଲା

ମୋତେ ଦେଲ ନାହିଁ କିଆଁ

ତୁମ ଠିକଣା (୨) 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance