STORYMIRROR

Sudhashree Bhattamisra

Abstract

2  

Sudhashree Bhattamisra

Abstract

ଛାଇ

ଛାଇ

1 min
104

ଆତ୍ମବିଶ୍ୱାସ ହିଁ ଏବେ

ମୋର ଛାଇ ଭଳି

ଆପଣାର

କିନ୍ତୁ ଏବେ ପ୍ରଶ୍ନବାଚୀ

ପ୍ରତିକୂଳ ପ୍ରତିଟି

ମୁହୂର୍ତ୍ତ ମୋ

ଛାଇ ମତେ

ପଚାରେ

ତୁ କାହାର ।


Rate this content
Log in

Similar oriya poem from Abstract