STORYMIRROR

ASWINI DASH ଅଶ୍ୱିନୀ ଦାଶ

Romance

2  

ASWINI DASH ଅଶ୍ୱିନୀ ଦାଶ

Romance

ଛାଇ

ଛାଇ

1 min
138

ବାସ

କାଲି ଗୋଟେ ଛାଇ ତିଆରି ହେଇଗଲା,

ତମ ପାଖକୁ ଯାଉ ଯାଉ ଜଳିଗଲେ ନିଦ,

ବହୁତ ଡେରି ରେ କିଛି ଶ୍ୱାସ

ବତାସ ହେଇଗଲା ।


କିଛି ହଜି ଯାଇଥିବା କଥା

କହୁ କହୁ

କିଛି ଜାଳି ହେଇଗଲା ।


ସମ୍ପର୍କର ଜ୍ୱାଳାରେ ଜିଉଁ ଜିଉଁ

ଯୋଡି ହେବାର ନିର୍ବାକ ଆଶା

ଜଳିଗଲେ,

ତଥାପି ତମେ ସେଇଠି ହିଁ ଥାଅ

ମୋ ଠାରୁ ବହୁତ ଦୂରରେ

ଛାଇଟିଏ ହୋଇ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance