STORYMIRROR

ASWINI DASH ଅଶ୍ୱିନୀ ଦାଶ

Abstract

2  

ASWINI DASH ଅଶ୍ୱିନୀ ଦାଶ

Abstract

ପ୍ରତିବିମ୍ବ

ପ୍ରତିବିମ୍ବ

1 min
164


ଦର୍ପଣରେ ନିଜ ପ୍ରତିବିମ୍ବ ସହ ଖେଳୁ ଖେଳୁ

ଚୁରମାର ହେଇଯାଉଥାଏ ତନ ମନ ।


ସ୍ୱପ୍ନକୁ ହାତେ ଛୁଉଁ ଛୁଉଁ

ଭାଙ୍ଗି ଯାଏ ନିଦ।


କଣ କେବେ 

ଯୋଡି ହେଇପାରେ ଦର୍ପଣ,

ସବୁ କାଚ ଖଣ୍ଡରେ ଦିଶୁଥାଏ

ସ୍ୱପ୍ନର ଅସଂଖ୍ୟ ପ୍ରତିବିମ୍ବ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract