STORYMIRROR

ASWINI DASH ଅଶ୍ୱିନୀ ଦାଶ

Others

3  

ASWINI DASH ଅଶ୍ୱିନୀ ଦାଶ

Others

ଜୀବନ ଓ ଝଡ଼

ଜୀବନ ଓ ଝଡ଼

1 min
195

ଝଡ଼ ଉଠେ ଜୀବନରେ,

ସମୁଦ୍ରରେ,

ବେଳାଭୂମି ବି ଓଦା ହେଇଯାଏ,

ଆଖିରୁ ବହିଯାଏ ଲୁହ।


ଝଡ଼ ବି ଥମିଯାଏ,

ଶାନ୍ତ ହେଇଯାଏ ସମୟ,

କିଛି କ୍ଷଣର ଅନ୍ଧାର ପରେ

ପାହିଯାଏ ରାତି।


ପ୍ରଜାପତିର ଉଡାଣରେ

ଫୁଟିଯାଏ ଫୁଲ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍