STORYMIRROR

ASWINI DASH ଅଶ୍ୱିନୀ ଦାଶ

Romance

3  

ASWINI DASH ଅଶ୍ୱିନୀ ଦାଶ

Romance

ଜୀବନ

ଜୀବନ

1 min
216

ଜୀବନ!!

ଜନ୍ମଠୁ ଆରମ୍ଭ ମୃତ୍ୟୁ ଯାଏଁ।


କିଏ ଜାଣେ,

ଜନ୍ମ ଜନ୍ମ ପରି ନୁହେଁ

ଆଉ ମୃତ୍ୟୁ ମୃତ୍ୟୁ ପରି ଏକ ବିନ୍ଦୁ।


ଜୀବନ! ଏମିତି ବି ହେଇପାରେ,

ମୃତ୍ୟୁରୁ ଆରମ୍ଭ ଆଉ ଜନ୍ମରେ ଶେଷ!


ମରିବାଠୁ ଆରମ୍ଭ ବି ଜୀବନ,

ଜନ୍ମର ଅହେତୁକ ଯନ୍ତ୍ରଣା ପରେ

ମୃତ୍ୟୁ ହିଁ ଚରମ ଆନନ୍ଦ।


ଜନ୍ମରେ ବୃଥା ସମସ୍ତ କାମନା,

କାମନା ଜଳିଯିବା ପରେ ତ

ଜୀବନ ଆରମ୍ଭ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance