Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dharitri Mallick

Abstract

2.5  

Dharitri Mallick

Abstract

ଚାଲିବାକୁ ହେବ କେତେ ଦୂର ?

ଚାଲିବାକୁ ହେବ କେତେ ଦୂର ?

1 min
285



ଆଉ ଚାଲିବାକୁ ହେବ କେତେ ଦୂର ?

ନ ପାଏ ଆଉ ସାହସ ଧର୍ଯ୍ୟ ମୋର ...

ଥକି ପଡ଼ିଲେ ବି ନାହିଁ କିଛି ଆଶ୍ରୟ ,

କେବେଠୁ ଚାଲୁଛି , କାହିଁକି ଚାଲୁଛି ?

ଜାଣେନା ମୁଁ କେବେ ପହଞ୍ଚିବି ?

ଅଶାନ୍ତ ହୁଏ ମନ , ନ ପାଏ କିଛି ଉତ୍ତର ...

ଶେଷ ହେବ କେବେ ଏ ଯାତ୍ରା ମୋର ?

ଶୁଷ୍କ ପ୍ରାଣ ଏବେ ହରି ନିଅ ପ୍ରଭୁ ..

ତୁମ ଧାମେ ଦିଅ ପ୍ରଭୁ ଆଶ୍ରୟ ..

ନ ପାରେ ଆଉ ବାକି ରାସ୍ତା ଚାଲି ...

ଯାତନା ଜୀବନେ ହତାଶ ଭାବ ବେଶି,

ସେଥିପାଇଁ ଡାକେ ଈଶ୍ୱର ତୁମ ନାମ ବେଶି ।

©ଧରିତ୍ରୀ ମଲ୍ଲିକ୍


Rate this content
Log in

Similar oriya poem from Abstract