STORYMIRROR

BANITA SAHU

Abstract Drama

3  

BANITA SAHU

Abstract Drama

ଚାକିରି କରିଛି ମୁହିଁ ଘରଣୀ

ଚାକିରି କରିଛି ମୁହିଁ ଘରଣୀ

1 min
411

ଝିଅଟି ହୋଇ ଜନମ ହୋଇଲି

ପାଠ ପଢିଲି ମୁହିଁ କଲେଜ୍

ସରାଇ ଏବେ କରିଲି ମୁହିଁ ମେରେଜ୍ ା

କିଛି ଜାଣି ନାହିଁ ଘରକରଣା

କିପରି କରିବି ଘର ସଂସାର ଜାଣେନା ା?

ଚାକିରି ଠାରୁ କମ୍ ନୁହଁ ଘରଣୀ ହେବା 

ଘରଣୀ ହେବା ଭାରି ଟେନ୍ସନ

ତେଲ ନାହିଁ ତ ଘରଣୀ ଦାୟୀ 

ଲୁଣ ନାହିଁ ତ ଘରଣୀ ଦାୟୀ ା

ବାପା ଲୋ ମାଁ କି ଟେନ୍ସନ ?

ସକାଳ ହେଲେ ଡାକନ୍ତି ଶାଶୂ ମାଁ 

ଚା ' ଟିକେ ଧରି ଆଣିଲୋ ବୋହୂ ମାଁ ା

ରଷୋଇ ସରିଲାକି ନାହିଁ ପଚାରନ୍ତି ବାପା

ମାଛ ଭଜାକୁ ପଖାଳ ଭାତ ଅଡର ଦିଅନ୍ତି ବାପା ା

ଝିଅ ଡାକଇ ମମି ହୋଇଲାକି ମୋର ମେଗି

ପୁଅ ଡାକଇ ବୋଉ ଖୁଆଇ ଦିଅ ବେଗି ା

ସ୍ବାମୀ ଡାକନ୍ତି ଆସିଲୋ ପ୍ରିୟା ଅଫିସ୍ ଲେଟ୍ ହୋଉଛି

ସଜା ହୋଇଛି କି ବେଗ୍ ରେଡ୍ଡି ହୋଇଲା କି ଟିଫିନ୍ ା?

ବାପା ଲୋ ମାଁ କି ଟେନ୍ସନ ଘରଣୀ ହେବା

ଏହା ଚାକିରି ଠାରୁ କମ୍ ନୁହଁ ଘରଣୀ ହେବା ାା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract