ଚାଇନା ରାକ୍ଷସ
ଚାଇନା ରାକ୍ଷସ
ଚାଇନା ପାଗଳ, ଚାଇନା ରାକ୍ଷସ,
ଚାଇନା ଯେ ସବାଖିଆ ।
ପୋକଜୋକ ଖିଆ,କଞ୍ଚାମାଂଶ ଖିଆ,
ଖଳୁଆ ତୁ ହିଂଶିକିଆ ।।
ଯେମିତି ଖାଉଛୁ, ନିରୀହ ଜୀବଙ୍କୁ,
ସେମିତି ଭୋଗିବୁ ତୁହି ।
ମରିବୁ ମାରିବୁ, ଭାବନା ତୋହର,
ବେଶି ଦିନ ତୋର ନାହିଁ ।।
କୁକୁର ଖାଇବେ, ଜନତା ତୋହର,
ବିଲେଇ ବି ଖାଇଯିବେ ।
କି ସ୍ୱାଦ ପାଇଛି, ତୋ ଦେଶ ଜନତା,
କାଳ ସାଜୁଥାଅ ସର୍ବେ ।।
କେମିତି ଯାଉଛି, ନିରୀହ ପଶୁର,
କଞ୍ଚା ମାଂଶ ତୋର ମୁଖେ ?
ଫୁଟାଣି ମାରୁଛୁ, ବିଶ୍ୱ ଦରବାରେ,
କଣ୍ଟା ସାଜୁ ଆମ ସୁଖେ ।।
ନିରୀହ ପଶୁର, ଶରୀର ଭୁତାଣୁ,
ସାଜିଲା ଜୈବିକ ଅସ୍ତ୍ର ।
ନିଜେ ନ ବର୍ତିଲୁ, ପାଗଳ ସାଜିଲୁ,
ପିନ୍ଧିଲୁ କରୋନା ବସ୍ତ୍ର ।।
ଇଟିଲି ଇରାନ, ଆମେରିକା ସ୍ପେନ,
ଯେତେକ ସମୃଦ୍ଧି ଦେଶ ।
ହୋଇ ଥର ବର, ତାଲା ବନ୍ଧ କଲେ,
ହେଉଛି କି ତୋର ଯଶ ।।
କେଉଁ ଯଶ ବାନା, ଉଡାଇଲୁ ତୁହି,
କହରେ ପାଗଳ ଚୀନ ।
ହୋଇଛୁ ସଜାଗ,ଆମେ ସାକାହାରୀ,
ହୋଇବ କରୋନା ଲୀନ ।।
ମୋଦେଶ ଭାରତ,ସଂସ୍କୃତିରେ ଶ୍ରେଷ୍ଟ
ସର୍ବେ ଏକତ୍ରିତ ହୋଇ ।
କରିବୁ ପ୍ରହାର, କରୋନା ବୁକୁରେ,
ଛାଡିବ ଭାରତ ଭୂଇଁ ।।
ପିତା ମାତା ଗୁରୁ, ଆଉ ଗୁରୁଜନ,
ସଭିଙ୍କ ଆଶିଷ ନେଇ ।
ଆମରି ସଂସ୍କୃତି, ଆଗେଇ ଚାଲିବ,
ଥିବୁ ତୁ ଦାନ୍ତ ଦେଖେଇ ।।