STORYMIRROR

MOUSUMI SAHOO

Tragedy Others

4  

MOUSUMI SAHOO

Tragedy Others

ବ୍ୟଥା

ବ୍ୟଥା

1 min
407

ରାତି ଆକାଶରେ ସପନ ଅନେକ

ପୁରା କରିବାକୁ ନାହିଁ ମୋର ସକ୍ଷ 

ଦୟାକର ଆହେ ଶରଣ ରକ୍ଷକ

କେବେ ହେବି ମୋର ସ୍ବପ୍ନ ସମକ୍ଷକ।


ଦିନରେ ବି ମିଳେ ନାହିଁ ଟକିଏ ଆଲୋକ

ତୋ ଆଗେ ଆଜି ମାଗୁଛି ଭିକ

ଶରଣ ରଖ ହେ ମତେ ଜଗତନାଥ

ତୁମ ପାଦତଳେ ସରୁ ଜୀବନର ପଥ ।


ବରଷା ଆଜି ଏକା ମୋ ସାଥୀ

ଭିଜି ଭିଜି ଯାଏ ଲୁହ ସାଥେ

କେହି ପରାନ୍ତିନି କିଛି ଦେଖି

ଦେଖୁଛ ତୁମେ ତ ହେ ଚକାଆଖି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy